Subscribe
URL of the page has been copied to clipboard.
Meaning : କୌଣସି ଝଗଡ଼ା ଆଦିରେ ଯେ ଦୁଇପକ୍ଷଙ୍କ ତରଫରୁ ଥାଆନ୍ତି
Example : ଆମକୁ ଦିତରଫା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ
Synonyms : ଦିଆଡ଼ିଆ, ଦିତରଫା, ଦିପଟିଆ
Translation in other languages :हिन्दी
जो किसी झगड़े आदि में दोनों पक्षों की ओर से रहे।
Meaning : ଧୋକା ଦେବାର ଅଭ୍ୟାସରୁ କରାଯାଉଥିବା
Example : ତାଙ୍କର ଦୋମୁଁହା କାଇଦା ଆମେ ବୁଝି ଗଲୁ ଓ ତାଙ୍କଠୁଁ ସାବଧାନ ହୋଇଗଲୁ
Synonyms : ଦୋମୁଁହା, ଦୋରଙ୍ଗୀ
धोखा देने के नियत से किया जाने वाला।
Install App