Subscribe
URL of the page has been copied to clipboard.
Meaning : ହତିଆରଗୁଡ଼ିକୁ ପଥର ଉପରେ ଘଷି ଧାର କରିବା
Example : ମଜୁରିଆ କୋଦାଳ ଧାର କରୁଛି
Synonyms : ଧାର କରିବା, ପଜାଇବା, ଶାଣ କରିବା
Translation in other languages :हिन्दी
औंजारों आदि को पत्थर पर रगड़कर तेज करना।
Meaning : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍ କରିବା
Example : ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି
Synonyms : ଧାର କରିବା, ଶାଣକରିବା, ଶାଣଦେବା, ଶାଣିତ କରିବା
Translation in other languages :हिन्दी English
रेती से रगड़कर काटना या ऊपरी अंश कम करना।
Make sharp or sharper.
Install App