Subscribe
URL of the page has been copied to clipboard.
Meaning : ମାଢ଼ିରେ ଥିବା ବଡ଼ ମୋଟା ଏବଂ ଚଉଡ଼ା ଦାନ୍ତ
Example : ଗୋଟିଏ ଚର୍ବଣ ଦାନ୍ତ ଭାଙ୍ଗିଯିବାରୁ ଖାଇବାରେ କଷ୍ଟ ହେଉଛି
Synonyms : ଚର୍ବଣ ଦାନ୍ତ, ଚର୍ବଣକ
Translation in other languages :हिन्दी English
जबड़े के अंदर के बड़े, मोटे और चौड़े दाँत।
Grinding tooth with a broad crown. Located behind the premolars.
Meaning : ହତିଆରଆଦି ମାଜି ସଫା ଏବଂ ଧାରୁଆ କରିବା ପ୍ରକ୍ରିୟା
Example : ମୁଁ ଛୁରୀ ଦାଢ଼ କରିବାପାଇଁ କମାରକୁ ଦେଇଛି
Synonyms : ଧାର, ସାଆଣ, ସାଣ
Translation in other languages :हिन्दी
हथियार आदि माँजकर साफ और तेज करने की क्रिया।
Install App