Meaning : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ
Example :
ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍ମାନେ ଭାଗ ନେଉଛନ୍ତି
Synonyms : ଜ୍ଞାନୀ, ତତ୍ତ୍ୱଜ୍ଞ, ତତ୍ତ୍ୱଦର୍ଶୀ, ତତ୍ତ୍ୱବିତ୍, ତତ୍ତ୍ୱବେତ୍ତା
Translation in other languages :
तत्व या यथार्थता को जाननेवाला व्यक्ति।
इस सभा में बड़े-बड़े तत्ववेत्ताओं ने हिस्सा लिया।A specialist in philosophy.
philosopherMeaning : ଦର୍ଶନ-ଶାସ୍ତ୍ର ସହ ସମ୍ବନ୍ଧିତ
Example :
ସେ ଦର୍ଶନଶାସ୍ତ୍ରୀୟ ପୁସ୍ତକର ସମୀକ୍ଷା କଲେ
Synonyms : ଦର୍ଶନଶାସ୍ତ୍ରୀୟ
Translation in other languages :
Of or relating to philosophy or philosophers.
Philosophical writing.Meaning : ଯେ ଦର୍ଶନ ଜାଣେ
Example :
ଦାର୍ଶନିକ ଅରସ୍ତୁ ଜଣେ ରାଜନୀତିଜ୍ଞ ମଧ୍ୟ ଥିଲେ
Synonyms : ତତ୍ତ୍ୱଜ୍ଞାନୀ
Translation in other languages :