Subscribe
URL of the page has been copied to clipboard.
Meaning : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା
Example : ପଥରରେ ପିଲାର ହାତ ଦବିଗଲା
Synonyms : ଚପିବା, ଚାପିହୋଇଯିବା, ଦବିବା
Translation in other languages :हिन्दी
भारी चीज़ के नीचे आना या होना।
Meaning : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
Example : ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
Synonyms : ଚେପାହୋଇଯିବା, ବସିଯିବା
फूले या उभरे हुए तल का दबना।
Install App