Subscribe
URL of the page has been copied to clipboard.
Meaning : କୌଣସି କଥା ବଢ଼ିବାକୁ ନଦେବା
Example : ଅଦାଲତକୁ ଯିବା ପୂର୍ବରୁ ସେ ହତ୍ୟା ମାମଲାକୁ ଦବେଇଦେଲେ
Synonyms : ଚାପି ଦେବା, ବନ୍ଦ କରିଦେବା
Translation in other languages :हिन्दी English
किसी बात को बढ़ने न देना।
Suppress or crush completely.
Meaning : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା
Example : ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା
Synonyms : ଚାପିଦେବା, ଛପେଇଦେବା, ଲୁଚେଇଦେବା
Translation in other languages :हिन्दी
अपने हाथ में आई हुई किसी दूसरे की चीज़ अपने पास रोक रखना।
Install App