Subscribe
URL of the page has been copied to clipboard.
Meaning : ପତ୍ରରେ ତିଆରି ତାଟିଆ ଆକାରର ପାତ୍ର
Example : ସେ ଦନାରେ ଜାମୁକୋଳି ନେଇ ଖାଉଥିଲା
Synonyms : ପତ୍ର ଠୋଲା
Translation in other languages :हिन्दी
पत्तों का बना, कटोरे के आकार का पात्र।
Meaning : ବ୍ଲାଉଜ, ଅନ୍ତର୍ବାସ ଆଦିର ଯେଉଁ ଅଂଶରେ ସ୍ତନ ଆଭୂଷଣ କରାଯାଏ
Example : ଦରଜୀ ଏହି ଅନ୍ତର୍ବାସରେ ରଙ୍ଗିନ ଦନା ଲଗେଇଛି
Translation in other languages :हिन्दी English
चोली, अंगिया आदि का वह भाग जिसमें स्तन रहते हैं।
Any cup-shaped concavity.
Meaning : ଛୋଟ ଦନା
Example : ପଣ୍ଡିତ ମହାଶୟ ସମସ୍ତଙ୍କୁ ଦ୍ରୋଣୀରେ ପ୍ରସାଦ ଭର୍ତ୍ତିକରି ଦେଉଛନ୍ତି
Synonyms : ଠୋଲା, ଦ୍ରୋଣୀ
छोटा दोना।
Install App