Meaning : ବଡ଼ ନୌକାର ମଝିରେଥିବା ସେହି କାଠଗଣ୍ଡି ଯେଉଁଥିରେ ପାଲ ବନ୍ଧାଯାଏ
Example :
ଜୋରରେ ପବନହେବା କାରଣରୁ ନାଆର ଦୁର୍ବଳ ମାସ୍ତୁଲ ଭାଙ୍ଗିଗଲା
Translation in other languages :
A vertical spar for supporting sails.
mastMeaning : ଅପରାଧୀଆଦିକୁ ତାର ଅପରାଧ ଫଳସ୍ୱରୂପ ଦିଆଯାଉଥିବା ପୀଡ଼ା ବା ଆର୍ଥିକ ହାନିଆଦି
Example :
ଶ୍ୟାମକୁ ହତ୍ୟା ଅପରାଧରେ ଆଜୀବନ କାରାବାସର ଦଣ୍ଡ ମିଳିଲା
Synonyms : ସଜା
Translation in other languages :
Meaning : ଏକ ପ୍ରକାର ବ୍ୟାୟାମ ଯାହା ପଞ୍ଝା ବଳରେ ଅଧା ଶୋଇ କରାଯାଇଥାଏ
Example :
ସେ ପ୍ରତିଦିନ ସକାଳେ ଦୌଡ଼ିସାରି ଦଣ୍ଡ ମାରେ
Synonyms : ଦଣ୍ଡ ବୈଠକ
Translation in other languages :
Meaning : ଖେଳର ନିୟମଗୁଡ଼ିକ ଉଲଂଘନ କଲେ କୌଣସି ପ୍ରତିଯୋଗୀ ବା ଟିମଉପରେ ଲାଗୁଥିବା ପ୍ରତିବନ୍ଧକ ବା ତାକୁ ପହଞ୍ଚୁଥିବା କ୍ଷତି
Example :
ଖେଳାଳୀକୁ ପେନାଲଟିଦେଇ ବାହାର କରିଦିଆଗଲା
Translation in other languages :
खेल के नियमों का उल्लंघन करने पर किसी प्रतियोगी या टीम पर लगने वाला प्रतिबंध या उसे होने वाला नुकसान।
खिलाड़ी को बतौर पेनाल्टी निकाल दिया गया।(games) a handicap or disadvantage that is imposed on a competitor (or a team) for an infraction of the rules of the game.
penalty