Meaning : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଏକଶହ ଅଶୀ ଡିଗ୍ରୀ ଉପରେ ହୋଇଥାଏ
Example :
ଦକ୍ଷିଣ ସର୍ବଦା ଦକ୍ଷିଣ ଦିଗଆଡ଼କୁ ହିଁ ହୋଇଥାଏ
Translation in other languages :
दिक्सूचक-यंत्र का वह प्रधान बिन्दु जो एक सौ अस्सी अंश पर होता है।
दिक्सूचक-यंत्र का दक्षिण हमेशा दक्षिण दिशा की ओर ही होता है।Meaning : ଉତ୍ତରର ସାମନା ଦିଗ
Example :
ମୋ ଘର ଏହିଠାରୁ ଦକ୍ଷିଣରେ
Synonyms : ଦକ୍ଷିଣ ଦିଗ
Translation in other languages :
Meaning : କୌଣସି ବ୍ୟକ୍ତି ପୂର୍ବକୁ ମୁଁହକରି ଠିଆହେବା ସମୟରେ ଦକ୍ଷିଣ ଭାଗ
Example :
ମୋର ଡାହାଣ ଅଙ୍ଗ ଡେଉଁଛି
Synonyms : ଡାହାଣ
Translation in other languages :
Being or located on or directed toward the side of the body to the east when facing north.
My right hand.Meaning : ଦକ୍ଷିଣର ବା ଦକ୍ଷିଣ ସହିତ ସମ୍ବନ୍ଧିତ
Example :
ସୋମବାରଠାରୁ ନାଟୋ ସୈନିକମାନେ ଦକ୍ଷିଣ ଆଫଗାନିସ୍ଥାନରେ ସୈନିକ ଅଭିଯାନର ଭାର ସମ୍ଭାଳି ସାରିଛନ୍ତି
Translation in other languages :