Meaning : ଅନ୍ୟ ପକ୍ଷୀଗୁଡ଼ାଙ୍କୁ ଆକର୍ଷିତ କରିବାପାଇଁ ଜାଲରେ ଛଡ଼ା ଯାଇଥିବା ପକ୍ଷୀ
Example :
ଥୋପ ଯୋଗୁଁ ବହୁତ ପକ୍ଷୀ ଜାଲରେ ପଡ଼ି ଗଲେ
Translation in other languages :
Meaning : ଶିକାର ସମୟରେ ଶିକାରକୁ ଲୋଭାନ୍ୱିତ କରିବା ପାଇଁ ତା ଆଖପାଖରେ ବିଚ୍ଛାଯାଇଥିବା ଥୋପ
Example :
ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା
Synonyms : ଚାରା
Translation in other languages :