Meaning : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
Example :
ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
Synonyms : ଛାଡ଼ିଦେବା
Translation in other languages :
उपयोग या सेवन न करना (जो पहले की जाती हो)।
मोहन ने दो महीने पहले ही शराब छोड़ी।Meaning : ବ୍ୟର୍ଥ ଜାଣି ବାହାର କରିବା
Example :
ଦୀପାବଳୀ ପୂର୍ବରୁ ହିଁ ମୁଁ ଘରର ସମସ୍ତ ରଦ୍ଦି ଜିନିଷ ଫୋପାଡ଼ିଦେଇଛି
Synonyms : ଫୋପାଡ଼ିଦେବା, ବର୍ଜନକରିବା
Translation in other languages :