Meaning : ଲେଖିବା ବା ଚିତ୍ରଆଦି କରିବାପାଇଁ ଏକ ସୂକ୍ଷ୍ମଅଗ୍ରବିଶିଷ୍ଟ ଉପକରଣ
Example :
ଚିତ୍ରକାର ତୂଳିକାଦ୍ୱାରା ଚିତ୍ର ଆଙ୍କୁଛି
Synonyms : ତୂଳିକା
Translation in other languages :
Meaning : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ
Example :
ଶୀତ ଦିନରେ ହିଁ ତୂଳି କାମରେ ଆସେ
Synonyms : ତୁଳା ରେଜେଇ, ତୂଳି, ତୂଳିକା
Translation in other languages :