Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ତୁରଗ from ଓଡ଼ିଆ dictionary with examples, synonyms and antonyms.

ତୁରଗ   ବିଶେଷ୍ୟ

Meaning : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ

Example : ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ

Synonyms : ଅଶ୍ୱ, ଘୋଟକ, ଘୋଡ଼ା, ତୁରଙ୍ଗ, ହୟ


Translation in other languages :

Solid-hoofed herbivorous quadruped domesticated since prehistoric times.

equus caballus, horse