Meaning : ଗୋଟିଏ ଲତାରୁ ମିଳୁଥିବା ଏକ ପ୍ରକାରର ଲମ୍ବା ଏବଂ ପତଳା ଫଳ ଯାହାକୁ ତରକାରି କରି ଖିଆଯାଏ
Example :
ମାଆ ଆଜି ତୁରଈ ତରକାରି କରୁଛନ୍ତି
Translation in other languages :
Meaning : ଏକ ଲତା ଯାହାର ଲମ୍ବା ଫଳ ତରକାରି କରାଯାଏ
Example :
ପୂରା ଛାତ ଉପରେ ତୁରଈ ମାଡ଼ିଯାଇଛି
Translation in other languages :