Meaning : ଯିଏ ତର୍କଶାସ୍ତ୍ର ଜାଣିଛି
Example :
ସେ ଜଣେ କୁଶଳ ତର୍କଶାସ୍ତ୍ରୀ
Synonyms : ତର୍କଶାସ୍ତ୍ରୀ
Translation in other languages :
वह जो तर्कशास्त्र का ज्ञाता हो।
वह एक कुशल तर्कशास्त्री है।Meaning : ଯେ ତର୍କ ବା ଶାସ୍ତ୍ରାର୍ଥ କରନ୍ତି
Example :
ତାର୍କିକଙ୍କର ସଟୀକ ତର୍କ ଶୁଣି ସମସ୍ତେ ହାର ମାନିଲେ
Translation in other languages :
Meaning : ଯିଏ ତର୍କ କରେ
Example :
ସବୁ କଥାରେ ତର୍କ କରିବା ତାର୍କିକ ଲୋକମାନଙ୍କର ଅଭ୍ୟାସ
Translation in other languages :