Subscribe
URL of the page has been copied to clipboard.
Meaning : ଯାହା ତାତିଛି ବା ତତା ହୋଇଅଛି
Example : ତାତିଲା ବାସନକୁ ଛୁଇଁବାରୁ ମୋ ହାତ ଜଳିଗଲା
Synonyms : ଉତ୍ତାପିତ, ତପ୍ତ, ତାପଯୁକ୍ତ
Translation in other languages :हिन्दी English
जिसे तपाया गया हो या तपा हुआ।
Made warm or hot (`het' is a dialectal variant of `heated').
Meaning : ଯେ ସୌରତାପ ବା ଖରାରେ ବ୍ୟାକୁଳ
Example : ମରୁଭୂମିର ଉତ୍ତପ୍ତ ପଶୁମାନେ ଛାଇର ଅନ୍ୱେଷଣରେ ଏଣେତେଣେ ଘୁରିବୁଲିଥାନ୍ତି
Synonyms : ଉତ୍ତପ୍ତ, ତାତିଯାଇଥିବା
Translation in other languages :हिन्दी
जो घाम या धूप से व्याकुल हो।
Install App