Meaning : କୌଣସି ଠିଆହୋଇଥିବା ଜିନିଷକୁ ଝୁଙ୍କେଇବାରେ ପ୍ରବୃତ୍ତ କରିବା
Example :
ଫଳ ତୋଳିବାପାଇଁ ଡାଳକୁ ନୁଆଁଯାଇଥାଏ
Translation in other languages :
Meaning : କଳଂକିତ ବା ବଦନାମ କରି କି ନଷ୍ଟକରିବା
Example :
ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
Synonyms : କଳଙ୍କିତକରିବା, ନାକକାଟିଦେବା, ବଦନାମକରିବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା
Translation in other languages :
कलंकित या बदनाम करके नष्ट करना।
दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।