Subscribe
URL of the page has been copied to clipboard.
Meaning : ତପସ୍ୱୀମାନଙ୍କ ରହିବା ବା ତପସ୍ୟା କରିବା ଯୋଗ୍ୟ ସ୍ଥାନ
Example : ହିମାଳୟ ସାଧୁସନ୍ୟାସୀମାନଙ୍କ ତପୋଭୂମି
Synonyms : ତପୋଭୂମି
Translation in other languages :हिन्दी
वह स्थान जो तपस्वियों के रहने या तपस्या करने के योग्य हो।
Meaning : ଯେଉଁ ବଣରେ ତପସ୍ବୀ ରହନ୍ତି ଏବଂ ତପସ୍ୟା କରନ୍ତି
Example : ଶ୍ରୀ ରାମ ନିଜ ବନବାସ କାଳରେ ତପୋବନର କେତେକ ତପସ୍ବୀଙ୍କୁ ମଧ୍ୟ ଭେଟି ଥିଲେ
वह वन जहाँ तपस्वी रहते एवं तपस्या करते हैं।
Install App