Subscribe
URL of the page has been copied to clipboard.
Meaning : ତପସ୍ୟା କରୁଥିବା ସ୍ତ୍ରୀଲୋକ
Example : ତପସ୍ୱିନୀଙ୍କ ମନସ୍କାମନା ଅନ୍ତତଃ ପୂର୍ଣ୍ଣ ହେଲା
Synonyms : ତାପସୀ, ଯୋଗିନୀ
Translation in other languages :हिन्दी
तपस्या करने वाली स्त्री।
Meaning : ତପସ୍ୱୀଙ୍କ ସ୍ତ୍ରୀ
Example : ତପସ୍ୱୀଙ୍କ ସହିତ ବସି ତପସ୍ୱିନୀ ତପସ୍ୟା କରୁଛନ୍ତି
Synonyms : ତାପସୀ
Translation in other languages :हिन्दी English
तपस्वी की स्त्री।
A married woman. A man's partner in marriage.
Install App