Subscribe
URL of the page has been copied to clipboard.
Meaning : ସମଗ୍ର ଶରୀରରେ ସୂକ୍ଷ୍ମ ସ୍ନାୟୁର ପରିବ୍ୟାପ୍ତ ଜାଲ ଯାହାଦ୍ୱାରା ସ୍ପର୍ଶ, ଶୀତ, ବେଦନାଆଦିକୁ ଅନୁଭବ କରାଯାଏ
Example : ନାଡ଼ି ଠିକ ଭାବରେ କାମ ନ କଲେ ପକ୍ଷାଘାତ ରୋଗହୁଏ
Synonyms : ନାଡ଼ି, ସ୍ନାୟୁ
Translation in other languages :हिन्दी English
सारे शरीर में फैली हुई बहुत सूक्ष्म रज्जु की भाँति संरचना जिससे स्पर्श, शीत, ताप, वेदना आदि की अनुभूति होती है।
Any bundle of nerve fibers running to various organs and tissues of the body.
Install App