Meaning : ଜଳସେଚନ କରିବାର ଉପକରଣରେ ଥିବା ଢେଁକୁଲି ନାମକ ଯେଉଁ ପାତ୍ର ଦ୍ୱାରା କୂଅରୁ ପାଣି କଢ଼ାଯାଏ
Example :
ଢେଁକୁଲି ଦଉଡ଼ିରୁ ଛିଣ୍ଡିଯାଇ କୂଅରେ ପଡ଼ିଗଲା
Synonyms : ଢେଁକୁଲି, ଢେକୁଲି, ଢେଙ୍କଲି, ଢେଙ୍କୁଲି, ପାଣି ସିଞ୍ଚିବା ଯନ୍ତ୍ର
Translation in other languages :