Subscribe
URL of the page has been copied to clipboard.
Meaning : କୁଦ ଭଳିଆ ତିଆରି ହୋଇଥିବା ଢାଲୁ ଉଚ୍ଚ ଜମି ଯାହା ଉପରେ ପାନ ଗଛ ଲଗାଯାଇଥାଏ
Example : କୃଷକ ନୂଆ ଗଛ ଲଗେଇବାପାଇଁ କୁଦ ଖୋଳୁଛି
Synonyms : କୁଦ
Translation in other languages :हिन्दी
टीले की तरह बनाई हुई वह ढलुआँ ऊँची ज़मीन जिस पर पान के पौधे लगाए जाते हैं।
Meaning : ଢିପ ଜମି
Example : କୃଷକ ଢ଼ିପକୁ ହାଣି ଚାଷ ଜମି କରୁଛି
Synonyms : ଢିପ
टीलेदार भूमि।
Install App