Meaning : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
Example :
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
Synonyms : କୁଦିବା, ଡିଆଁମାରିବା
Translation in other languages :
Meaning : ଡେଇଁବାର ପ୍ରକ୍ରିୟା
Example :
ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
Translation in other languages :
Meaning : ଜୋରରେ ଉପରକୁ ଉଠିବା
Example :
ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
Synonyms : ଡିଆଁ ମାରିବା
Translation in other languages :
Meaning : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
Example :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
Synonyms : କୁଦା ମାରିବା, କୁଦିବା, ଲମ୍ଫ ଦେବା
Meaning : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
Example :
ଛୁଆମାନେ ବାଲି ଉପରେ ଡେଉଁଛନ୍ତି
Synonyms : କୁଦିବା, ଲମ୍ଫପ୍ରଦାନ କରିବା
Translation in other languages :