Meaning : ଧୋକାଖାଇ କିଛି ଧନ ହରାଇବା
Example :
ଆଜି ଆମେ ଜଣେ ଠକସାଧୁଙ୍କ ହାତରେ ଧୋକା ଖାଇଗଲୁ
Synonyms : ଠକିହେବା, ଧୋକା ଖାଇବା
Translation in other languages :
Meaning : କାହାରିଦ୍ୱାରା ଠକେଇରେ ପଡ଼ିବା
Example :
ଏହି ଧନ୍ଦାରେ ମୁଁ ଠିକିଗଲି
Synonyms : ଧୋକାଖାଇବା
Translation in other languages :