Meaning : ଯିଏ ନୈତିକତାରେ ପୂର୍ଣ୍ଣ
Example :
ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
Synonyms : ଉଚିତ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ
Translation in other languages :
Meaning : ଯେଉଁଭଳି ହେବା ଦରକାର ସେଭଳି
Example :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
Synonyms : ଉଚିତ, ଉପଯୁକ୍ତ, ଯୋଗ୍ୟ, ସମୁଚିତ
Translation in other languages :
Suitable for a particular person or place or condition etc.
A book not appropriate for children.Meaning : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ
Example :
ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ
Translation in other languages :