Subscribe
URL of the page has been copied to clipboard.
Meaning : ଠାକୁରଙ୍କ ସ୍ତ୍ରୀ ବା ପତ୍ନୀ
Example : ଠାକୁରାଣୀ ତାଙ୍କ ଝିଅ ବିବାହକୁ ଗାଁର ସବୁ ସ୍ତ୍ରୀଲୋକଙ୍କୁ ଆମନ୍ତ୍ରିତ କଲେ
Translation in other languages :हिन्दी English
ठाकुर की स्त्री या पत्नी।
A married woman. A man's partner in marriage.
Meaning : ମହିଳା ଦେବତା ବା ଦେବତାଙ୍କ ସ୍ତ୍ରୀ
Example : ଦେବୀ ସରସ୍ୱତୀ, ଲକ୍ଷ୍ମୀ ଓ ପାର୍ବତୀଙ୍କ ଗର୍ବ ଭାଙ୍ଗିବାପାଇଁ ସତୀ ଅନସୂୟା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଶିଶୁ କରିଦେଲେ
Synonyms : ଦେବୀ
महिला देवता या देवता की स्त्री।
A female deity.
Install App