Meaning : ମୋଟା କାଗଜରେ ତିଆରି ନଳି ଯେଉଁଥିରେ ଗୁଳି ତଥା ବାରୁଦ ଭର୍ତ୍ତିହୋଇଥାଏ
Example :
ସିପାହୀ ଗୁଳିଚାଳନା କରିବାପାଇଁ ରାଇଫଲରେ କାରତୁସ ଭର୍ତ୍ତିକରୁଛି
Synonyms : କାରତୁସ
Translation in other languages :
Ammunition consisting of a cylindrical casing containing an explosive charge and a bullet. Fired from a rifle or handgun.
cartridge