Subscribe
URL of the page has been copied to clipboard.
Meaning : ଭୂମି ଉପରେ ଘୋଡ଼ା ପାଦ ପଡ଼ିବାର ଶଦ୍ଦ
Example : ଶତ୍ରୁଙ୍କ ଘୋଡ଼ା ଟାପୁ ଶଦ୍ଦ ଶୁଣି ସୈନିକମାନେ ସତର୍କ ହୋଇଗଲେ
Translation in other languages :हिन्दी
घोड़े के पैरों के ज़मीन पर पड़ने का शब्द।
Meaning : ଛୋଟଦ୍ୱୀପ
Example : ଏହି ନଦୀରେ ଗୋଟିଏ ଟାପୁ ବି ରହିଛି
Synonyms : ଚଡ଼ା
Translation in other languages :हिन्दी English
छोटा द्वीप।
A small island.
Meaning : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ
Example : ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି
Synonyms : ଅନ୍ତରୀପ, ଦ୍ୱୀପ
चारों ओर जल से घिरा हुआ वह स्थल या जमीन जो महाद्वीप से छोटा हो।
A land mass (smaller than a continent) that is surrounded by water.
Meaning : ଘୋଡ଼ା ଗୋଡର ନିମ୍ନଭାଗ
Example : ଘୋଡ଼ା ଟାପୁ ତଳେ ମେଣ୍ଢାଛୁଆଟି ଦଳି ହୋଇଗଲା
घोड़े के पैर का निचला भाग।
The horny covering of the end of the foot in ungulate mammals.
Install App