Meaning : ଏକ ପ୍ରକାରର ପ୍ରଚଳିତ ପଞ୍ଜାବୀ ଗାନା
Example :
ପରମଜୀତ ତା ସାଙ୍ଗମାନଙ୍କୁ ଟପ୍ପା ଶୁଣାଉଛି
Synonyms : ଟପ୍ପା ଗୀତ
Translation in other languages :
Meaning : ତିଲୱାଡା ତାଳରେ ବଜାଯାଉଥିବା ସଙ୍ଗୀତର ଏକ ପ୍ରକାର ତାଳ
Example :
ବାଦକ ଟପ୍ପା ଶିଖାଉଛନ୍ତି
Translation in other languages :
Meaning : ପାଲ ଲଗା ହୋଇଥିବା ଭେଳା
Example :
ସେ ପାଲଟଣା ଭେଳାରେ ନଦୀ ପାରି ହେଉଛି
Synonyms : ପାଲଟଣା ଭେଳା
Translation in other languages :
A flat float (usually made of logs or planks) that can be used for transport or as a platform for swimmers.
raftMeaning : ଏକ ପ୍ରକାର ଗୀତ ଯେଉଁଥିରେ ଗଳାର ସ୍ବରରେ ବିଶେଷ ପ୍ରକାରରେ ବହୁତ ଛୋଟଛୋଟ ଅଂଶ ବାହାରେ
Example :
ଲକ୍ଷ୍ନୌର ଗୁଲାମ ନବୀ ଶୋରୀରେ ଟପ୍ପାର ପ୍ରଚଳନ କରିଥିଲେ
Translation in other languages :
एक प्रकार का गाना जिसमें गले से स्वरों के बहुत छोटे-छोटे हिस्से विशेष प्रकार से निकाले जाते हैं।
लखनऊ के गुलाम नबी शोरी ने टप्पे का प्रचलन किया था।