Meaning : ଭୂଇଁ ତଳେ ଖୋଳାଯାଇ ତିଆରି ହୋଇଥିବା ରାସ୍ତା
Example :
ଦୁର୍ଗ ଘେରା ଯିବାରୁ ରାଜା ସୁଡ଼ଙ୍ଗ ଦ୍ୱାରା ଖସି ପଳାଇ ନିଜ ଜୀବନ ବଞ୍ଚାଇଲେ
Synonyms : ସୁଡ଼ଙ୍ଗ
Translation in other languages :
A passageway through or under something, usually underground (especially one for trains or cars).
The tunnel reduced congestion at that intersection.