Meaning : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
Example :
ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
Translation in other languages :
Meaning : ଗଛ ବା ଛାତଆଦିରେ ଝୁଲା ହୋଇଥିବା ଯେଉଁ ଦଉଡ଼ିରେ କାଠପଟାଆଦି ବନ୍ଧା ହୋଇଥାଏ ଏବଂ ଏହା ଉପରେ ବସି ଲୋକେ ଝୁଲନ୍ତି
Example :
ସେ ନିଜ ବଗିଚାରେ ଝୁଲଣା ଲଗାଉଛି
Translation in other languages :
Mechanical device used as a plaything to support someone swinging back and forth.
swing