Meaning : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
Example :
ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
Synonyms : ଅବନମିତ ହେବା, ନଇଁବା
Translation in other languages :
Meaning : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
Example :
ବୟସ ହେଲେ ଅଣ୍ଟା ନଇଁଯାଏ
Synonyms : ନଇଁବା, ବଙ୍କା ହେବା
Translation in other languages :