Meaning : ବର୍ଷା ସମୟରେ ଛୋଟଛୋଟ ବୁନ୍ଦା ପଡ଼ିବା କ୍ରିୟା
Example :
ତୃଷାର୍ତ୍ତ ପୃଥିବୀ ଝିପିଝିପି ବରଷାରେ ସନ୍ତୁଷ୍ଟ ହେବ ନାହିଁ
Translation in other languages :
Meaning : କେତେକ ସ୍ଥାନରେ ବା ଅଳ୍ପ ଭାବରେ
Example :
ମୌସୁମୀ ବିଭାଗର ସୂଚନାନୁସାରେ ଆଜି ଝିପିଝିପି ବର୍ଷା ହେବ