Meaning : ଭୀଷଣ ଚମକହେତୁ ଆଖି ଝିଲମିଲ ହୋଇଯିବା
Example :
ଅନ୍ଧାର କୋଠରୀରୁ ବାହାରି ପ୍ରଚଣ୍ଡ ଖରାକୁ ଆସିଲେ ଆଖି ଝଲସିଯାଏ
Synonyms : ଜଳକା ହୋଇଯିବା
Translation in other languages :
तेज चमक के सामने आँखें झिलमिलाना।
अंधेरे कमरे से निकलकर अगर तेज़ धूप में जाएँ तो आँखें चौंधिया जाती है।