Meaning : ଘର, ଗାଡ଼ି, ଜାହାଜ ଆଦିର ପାଚେରୀ ବା ଛାତ ଉପରେ ପବନ ତଥା ଆଲୋକ ଆସିବା ନିମନ୍ତେ ତିଆରି ହୋଇଥିବା ଖୋଲା ଅଂଶକୁ ଖୋଲିବା ତଥା ବନ୍ଦ କରିବା ନିମନ୍ତେ ତିଆରି ହୋଇଥିବା କାଠ ବା ଧାତୁର ସଂରଚନା ଯେଉଁଥିରେ କାଚ ଆଦି ଲାଗିଥାଏ
Example :
କେହି କାରର ଝରକା କାଚକୁ ଭାଙ୍ଗି ଦେଇଛି
Synonyms : ଗବାକ୍ଷ
Translation in other languages :
घर, गाड़ी, जहाज आदि की दीवारों या छतों पर हवा तथा प्रकाश आने के लिए बनाए गए खुले भाग को खोलने तथा बंद करने के लिए बनी लकड़ी या धातु की संरचना जिसमें काँच आदि लगे होते हैं।
किसी ने कार की खिड़की का काँच तोड़ दिया है।A framework of wood or metal that contains a glass windowpane and is built into a wall or roof to admit light or air.
windowMeaning : ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା ଅଂଶ ଯାହାକୁ ଖୋଲିବା ବା ବନ୍ଦ କରିବା ନିମନ୍ତେ ପ୍ରାୟ କାଚଆଦି ଲଗାଯାଇଥିବା କାଠ ବା ଧାତୁରେ ନିର୍ମିତ ସଂରଚନା ଥାଏ
Example :
ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି
Synonyms : ଖିଡ଼ୀକି
Translation in other languages :
Meaning : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା
Example :
ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
Translation in other languages :