Meaning : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
Example :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
Translation in other languages :
Meaning : ଗଛର ଯେଉଁ ମୂଳ ଔଷଧ କାମରେ ଲାଗେ
Example :
ବୈଦ୍ୟ ଖଣ୍ଡେ ଜଡ଼ି ଘୋରି ରୋଗୀକୁ ପିଆଇଲେ
Translation in other languages :