Meaning : ଯେଉଁ ଦଉଡ଼ିରେ ତରାଜୁର ପଲା ବନ୍ଧା ଯାଇଥାଏ
Example :
ତରାଜୁର ଜୋତ ଛନ୍ଦ ପଡି ଯାଇଛି, ଏଗୁଡ଼ିକୁ ଠିକ କରିଦିଅ
Translation in other languages :
Meaning : ଯେଉଁ ରଶି ଗୋଟିଏ ପଶୁର ଗଣ୍ଡାରୁ ଅନ୍ୟ ପଶୁର ଗଣ୍ଡା ସହିତ ବନ୍ଧା ହୋଇଥାଏ
Example :
ଜମି ହଳ କରିସାରିବା ପରେ ହଳୁଆ ଜୋତ ଖୋଲି ବଳଦକୁ ଅଲଗା କରିଦେଲା
Translation in other languages :