Subscribe
URL of the page has been copied to clipboard.
Meaning : ସବୁବେଳେ ଧମକ-ଚମକ ସହି ମଧ୍ୟ ଖରାପ କଥା ବା ଅଭ୍ୟାସ ଛାଡ଼ୁନଥିବା ବହୁତ ବଡ଼ ନିର୍ଲଜ
Example : ସେ ଜୁତାଖିଆ ଲୋକ,ବାରମ୍ବାର ବୁଝାଇଲା ପରେ ବି ନିଜ ଅଭ୍ୟାସ ବଦଳାଉନାହିଁ
Synonyms : ଜୁତାଖିଆ
Translation in other languages :हिन्दी
बहुत बड़ा निर्लज्ज जो बराबर घुड़कियाँ-झिड़कियाँ सहकर भी बुरी बातें या आदतें न छोड़ता हो।
Install App