Meaning : ଏକ କୋଶୀୟ କିମ୍ବା ଅକୋଶୀୟ ଜୀବ ଯେଉଁଥିରେ ପର୍ଣ୍ଣହରିମ ମିଳେନାହିଁ ଏବଂ ଯାହାର ବୃଦ୍ଧିର ମୁଖ୍ୟ କାରଣ ବିଖଣ୍ଡନ
Example :
ଜୀବାଣୁକୁ ସୂକ୍ଷ୍ମଦର୍ଶୀଦ୍ୱାରା ଦେଖାଯାଇପାରିବ
Synonyms : ବେକଟେରିୟା
Translation in other languages :
एक कोशीय या अकोशिय जीव जिनमें पर्णहरिम नहीं पाया जाता और जिनकी वृद्धि का मुख्य कारण विखंडन होता है।
जीवाणु को सूक्ष्मदर्शी द्वारा ही देखा जा सकता है।Meaning : ଆଖିରେ ନ ଦେଖା ଯାଉଥିବା ଯେଉଁ ସୂକ୍ଷ୍ମ ଜୀବାଣୁକୁ କେବଳ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଦେଖାଯାଇପାରେ
Example :
କୀଟାଣୁଦ୍ୱାରା ନାନା ରକମର ରୋଗ ସଂକ୍ରମିତ ହୁଏ
Synonyms : କୀଟାଣୁ
Translation in other languages :