Meaning : କୌଣସି ଦେଶ ଆଦିରେ ପରିବହନପାଇଁ ଜାହାଜ ଯୋଗାଇଦେବା ପ୍ରକ୍ରିୟା ବା ବ୍ୟବସାୟ
Example :
କେତେକ ଉଦ୍ୟୋଗପତି ଜାହାଜି କାରବାରରେ ଟଙ୍କା ଲଗାନ୍ତି
Synonyms : ଜାହାଜି କାରବାର
Translation in other languages :
Conveyance provided by the ships belonging to one country or industry.
cargo ships, merchant marine, merchant vessels, shipping