Subscribe
URL of the page has been copied to clipboard.
Meaning : ଯେଉଁ ବ୍ୟକ୍ତିଙ୍କୁ ଜାତିରୁ ବାହାର କରାଯାଇଛି
Example : ଏଠାରେ ବାସନ୍ଦ ଲୋକଙ୍କୁ ଆଶ୍ରୟ ମିଳେ
Synonyms : ବାଛନ୍ଦ, ବାସନ୍ଦ
Translation in other languages :हिन्दी English
वह व्यक्ति जिसकी जाति न हो या जिसे जाति से निकाला गया हो।
A person belonging to no caste.
Meaning : ଯାହାଙ୍କୁ ଜାତିରୁ ବାହାର କରିଦିଆଯାଇଛି
Example : ରାମ ଜାତିଚ୍ୟୁତ ଲୋକଙ୍କୁ ସାହାଯ୍ୟ କରୁଛି
Synonyms : ଅଜାତିଆ
जो जाति से निकाला हुआ हो।
Not belonging to or having been expelled from a caste and thus having no place or status in society.
Install App