Meaning : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
Example :
୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
Synonyms : ଜାଗୃତି
Translation in other languages :
Meaning : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
Example :
ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
Translation in other languages :
Meaning : ଚେଇଁବା କ୍ରିୟା ବା ଭାବ
Example :
ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
Synonyms : ଉଜାଗର
Translation in other languages :