Meaning : ଯେଉଁ କର୍ମକାଣ୍ଡ ଅନୁସାରେ ଦେବଗଣ,ଋଷିଗଣ ଏବଂ ପିତୃଗଣଙ୍କୁ ତୃପ୍ତ କରିବାପାଇଁ ସେମାନଙ୍କ ନାମରେ ଜଳ ଅର୍ପଣ କରାଯାଏ
Example :
ସ୍ନାନ କରିବାପରେ କେତେକ ଲୋକ ସୂର୍ଯ୍ୟଙ୍କୁ ଜଳତର୍ପଣ କରନ୍ତି
Synonyms : ଅର୍ଘ, ଜଳତର୍ପଣ, ତର୍ପଣ
Translation in other languages :
The act of pouring a liquid offering (especially wine) as a religious ceremony.
libation