Subscribe
URL of the page has been copied to clipboard.
Meaning : ଜଳରେ ରହୁଥିବା ଜୀବ
Example : ମାଛ ଗୋଟିଏ ଜଳଚର ପ୍ରାଣୀ
Synonyms : ଜଳଚର, ଜଳଚର ଜୀବ, ଜଳଚର ପ୍ରାଣୀ, ଜଳପ୍ରାଣୀ, ଜଳୀୟ ଜନ୍ତୁ, ଜଳୀୟ ଜୀବ
Meaning : ଜଳରେ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁ ବା ଜୀବ
Example : ସେଗୁଡ଼ିକର ବଞ୍ଚିବାର ସାଧନ ଜଳଜୀବକୁ ନେଇ
Translation in other languages :हिन्दी
जल में उत्पन्न होने वाली कोई वस्तु या जीव।
Install App