Meaning : ଏକ ଗଛର ମଞ୍ଜି, ଯାହାକୁ ଖାଇଲେ ଝାଡ଼ା ହେବାକୁ ଲାଗେ
Example :
କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଶ୍ୟାମ ଜୋଲାପ ବାଟି ପିଉଛି
Translation in other languages :
Meaning : ଯେଉଁ ଗଛର ମଞ୍ଜି ଅତ୍ୟନ୍ତ ରେଚକ ହୋଇଥାଏ
Example :
ପେଟ ସଫା କରିବାପାଇଁ ରାମ ଜମାଲଗୋଟା ମଞ୍ଜିକୁ ବାଟି ପିଇଲା
Translation in other languages :