Subscribe
URL of the page has been copied to clipboard.
Meaning : ସାମାନ୍ୟ ରୁଚି,ମହତ୍ତ୍ୱ ରଖୁଥିବା ଲୋକମାନଙ୍କର ସେହି ସମୂହ
Example : ଜନତା ନିମନ୍ତେ ଗୋଟିଏ ସୂଚନା ଲାଗୁ ହୋଇଛିପାଠକ ଜନତାଙ୍କୁ ଅନୁରୋଧ ଯେ ପାଠାଗାରରେ ପାଟିତୁଣ୍ଡ କରନ୍ତୁ ନାହିଁ
Synonyms : ଜନସମୁଦାୟ, ପବ୍ଲିକ୍
Translation in other languages :हिन्दी English
लोगों का वह समुदाय जो कुछ सामान्य रुचि, महत्त्व रखता हो।
A body of people sharing some common interest.
Meaning : କୌଣସି ଦେଶ ବା ସ୍ଥାନର ସମସ୍ତ ବାସିନ୍ଦା ଯେଉଁମାନେ ଏକକ ଭାବରେ ପରିଚିତ ହୋଇଥାଆନ୍ତି
Example : ଇଂରେଜମାନେ ଭାରତୀୟ ଜନତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ
Synonyms : ଜନସାଧାରଣ, ନାଗରିକ, ପ୍ରଜା, ଲୋକ
किसी देश या स्थान के सब या बहुत से निवासी जो एक इकाई के रूप में माने जाएँ।
The body of citizens of a state or country.
Install App