Meaning : ପେଟ ଭିତରେ ଥଳିଭଳି ଏକ ଅଂଶ ଯେଉଁଥିରେ ଖାଇଥିବା ଖାଦ୍ୟପଦାର୍ଥ ଏକାଠି ହୋଇ ହଜମ ହୁଏ
Example :
ଅଧିକ ମସଲାଦିଆ ଖାଦ୍ୟ ଖାଇଲେ ପାକସ୍ଥଳୀ ଖରାପ ହୁଏ
Synonyms : ଆମାଶୟ, ଉଦର, ପାକସ୍ଥଳୀ
Translation in other languages :
An enlarged and muscular saclike organ of the alimentary canal. The principal organ of digestion.
breadbasket, stomach, tum, tummy