Meaning : ଦେବ ମନ୍ଦିରର ଗର୍ଭଗୃହ ସମ୍ମୁଖର ଏକ ସ୍ଥାନ ଯେଉଁଠି ଭକ୍ତମାନେ ବସି ଭଜନ କୀର୍ତ୍ତନ କରନ୍ତି
Example :
ଏହି ମନ୍ଦିରର ସଭାମଣ୍ଡପ ବହୁତ ଛୋଟ
Synonyms : ସଭାମଣ୍ଡପ
Translation in other languages :
A hall where many people can congregate.
assembly hall