Meaning : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
Example :
ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
Synonyms : ବଡ଼ଜାଲ
Translation in other languages :
Meaning : ଚଉଡ଼ା ମୁହଁ ଥିବା ଏକ ପ୍ରକାରର ତୋପ
Example :
ସେ ଜଂଜାଲ ସାହାଯ୍ୟରେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଉଥିଲା
Translation in other languages :
Meaning : ପୁରୁଣା ଢଙ୍ଗର ଏକ ପ୍ରକାରର ବଡ଼ ରଞ୍ଜକବତୀ ଥିବା ବନ୍ଧୁକ
Example :
ସେ ଜଂଜାଲ ନେଇ ଜଙ୍ଗଲ ଆଡ଼େ ବାହାରି ପଡ଼ିଲା
Translation in other languages :
पुराने ढंग की एक प्रकार की बड़ी पलीतेदार बंदूक।
वह जंजाल लेकर जंगल की ओर निकल पड़ा।