Subscribe
URL of the page has been copied to clipboard.
Meaning : ଅପବିତ୍ର ବସ୍ତୁ ଛୁଇଁବାର ଦୋଷ
Example : ସେ ଛୁଆଁ ହୋଇଗଲା
Synonyms : ଛୁତି
Translation in other languages :हिन्दी
अपवित्र वस्तु छूने का दोष।
Meaning : ଖରାପ ବସ୍ତୁର ସଂସର୍ଗ
Example : ଛୁଆଁରୁ ଦୂରେଇ ରହିବା ଉଚିତ
Synonyms : ଅପବିତ୍ର, ଛୁତି
गंदी वस्तु का संसर्ग।
Meaning : ଯାହା ଛୁଆଁ ଯାଇଛି ବା ସ୍ପର୍ଶ କରାଯାଇଛି
Example : ବିନା ସ୍ନାନରେ ଛୁଆଁ ଭୋଜନ ଅଶୁଦ୍ଧ ଅଟେ
Synonyms : ଛୁତ, ସ୍ପର୍ଶିତ
Translation in other languages :हिन्दी English
जिसे छुआ या स्पर्श किया गया हो।
Having come into contact.
Install App